ଜସପ୍ରୀତ ବୁମରାଙ୍କୁ ଅଧିନାୟକ କରାଯିବା ବିପକ୍ଷରେ ଶାସ୍ତ୍ରୀ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାଠାରୁ ଟେଷ୍ଟ ସିରିଜ ହାରିବା ପରେ ବିରାଟ କୋହଲି ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ପଲ୍ଲୀରୁ ଦିଲ୍ଲୀ ଯାଏଁ ଏହି ଚର୍ଚ୍ଚା ଚାଲିଛି ଯେ ଭାରତୀୟ ଟେଷ୍ଟ ଦଳର ପରବର୍ତ୍ତୀ ଅଧିନାୟକ କିଏ ହେବେ ? ଏ ବିଷୟରେ ଭାରତୀୟ ଦଳର ପୂର୍ବତନ କୋଚ ରବି ଶାସ୍ତ୍ରୀ ନିଜର ମତ ପ୍ରକାଶ କରି କହିଛନ୍ତି, ଜସପ୍ରୀତ ବୁମରାଙ୍କୁ ଅଧିନାୟକ ପଦବୀ ଦିଆଯିବା ଉଚିତ ନୁହେଁ। ସୋଏବ … Continue reading ଜସପ୍ରୀତ ବୁମରାଙ୍କୁ ଅଧିନାୟକ କରାଯିବା ବିପକ୍ଷରେ ଶାସ୍ତ୍ରୀ